• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ପ୍ରାକୃତିକ, ପ୍ରାକୃତିକ ସୌନ୍ଦର୍ଯ୍ୟ

ମରଜାକୁଦ ମହାନଦୀ ମଧ୍ୟରେ ଏକ ସୁନ୍ଦର ଦୀପ ଅଟେ |ମରଜାକୁଦ ଗ୍ରାମରେ ପାଖାପାଖି ୩୦୦୦ ଲୋକ ବସବାସ କରନ୍ତି |ଏଠାରେ ଚୁଡାଖାଇ ପର୍ବ  ପ୍ରତିବର୍ଷ ଶୀତଦିନେ ଅନୁଷ୍ଟିତ ହୋଇଥାଏ |ବଣଭୋଜି ପାଇଁ ମରଜାକୁଦ ଏକ ଉପଯୁକ୍ତ ସ୍ଥାନ |

ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର – ୧୬୯ କି.ମି.

ସଡ଼କ ପଥରେ
ଭୁବନେଶ୍ଵରରୁ -ବୌଦ୍ଧ ଭାୟା ନୟାଗଡ-୨୩୦ କି.ମି. ଭୁବନେଶ୍ଵରରୁ -ବୌଦ୍ଧ ଭାୟା ଅନୁଗୁଳ ,ରେଢାଖୋଲ-୨୪୦ କି.ମି.

ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ ହେଉଛି ରେଢାଖୋଲ-୩୦ କି.ମି. ରେଢାଖୋଲ ଠାରୁ ବୌଦ୍ଧ ୩୦ କି.ମି. ବସ କିମ୍ବା ଟ୍ଯାକ୍ସି |