• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
କ୍ରମିକ ସଂଖ୍ୟା ବିଷୟ ବର୍ଣ୍ଣନା ଆରମ୍ଭ ତାରିଖ ଶେଷ ତାରିଖ ଦସ୍ତାବିଜ
1 ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବୌଦ୍ଧରେ ବିଭିନ୍ନ ଚୁକ୍ତିଭିତ୍ତିକ ପଦବୀ ପାଇଁ ସିଧାସଳଖ ସାକ୍ଷାତ୍କାର (Walk-in-Interview) । ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବୌଦ୍ଧରେ ବିଭିନ୍ନ ଚୁକ୍ତିଭିତ୍ତିକ ପଦବୀ ପାଇଁ ସିଧାସଳଖ ସାକ୍ଷାତ୍କାର (Walk-in-Interview) । 04-07-2026 12-07-2026
End Time: 9.00AM
2 ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଅଇଂଲାଚୁଆଁ, କଣ୍ଟାମାଳର ବାଳକ ଛାତ୍ରାବାସରେ ସହାୟକ କର୍ମଚାରୀ ନିଯୁକ୍ତି ପାଇଁ ବିଜ୍ଞାପନ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଅଇଂଲାଚୁଆଁ, କଣ୍ଟାମାଳର ବାଳକ ଛାତ୍ରାବାସରେ ସହାୟକ କର୍ମଚାରୀ ନିଯୁକ୍ତି ପାଇଁ ବିଜ୍ଞାପନ । 03-07-2026 17-07-2026
End Time: 4.00PM
3 ଜିଲ୍ଲା ନ୍ୟାୟାଧୀଶଙ୍କ କାର୍ଯ୍ୟାଳୟ, ବୌଦ୍ଧରେ ବିଭିନ୍ନ ପଦବୀ ପୂରଣ ପାଇଁ ବିଜ୍ଞାପନ । ଜିଲ୍ଲା ନ୍ୟାୟାଧୀଶଙ୍କ କାର୍ଯ୍ୟାଳୟ, ବୌଦ୍ଧରେ ବିଭିନ୍ନ ପଦବୀ ପୂରଣ ପାଇଁ ବିଜ୍ଞାପନ । 23-06-2026 23-07-2026
End Time: 5.00PM