ବର୍ଗ : Others
ବୌଦ୍ଧର ପୂର୍ବଟନ ରାଜାଙ୍କ ରାଜପ୍ରସାଦ ରାଜବାଟୀ ନାମାରେ ପରିଚିତ |ଏହା ରାଜା ଯୋଗୀନ୍ଦ୍ର ଦେବ ଙ୍କ ସମୟରେ ନିର୍ମାଣ କରଯାଇଥିଲା |ରାଜପ୍ରସାଦରୁ ମହାନଦୀର ସୁନ୍ଦର ରୂପ ଉପଭୋଗ କରିହୁଏ |
ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର – ୧୬୯ କି.ମି.
ସଡ଼କ ପଥରେ
ଭୁବନେଶ୍ଵରରୁ -ବୌଦ୍ଧ ଭାୟା ନୟାଗଡ-୨୩୦ କି.ମି. ଭୁବନେଶ୍ଵରରୁ -ବୌଦ୍ଧ ଭାୟା ଅନୁଗୁଳ ,ରେଢାଖୋଲ-୨୪୦ କି.ମି.
ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ ହେଉଛି ରେଢାଖୋଲ-୩୦ କି.ମି. ରେଢାଖୋଲ ଠାରୁ ବୌଦ୍ଧ ୩୦ କି.ମି. ବସ କିମ୍ବା ଟ୍ଯାକ୍ସି |