ନିମ୍ନ ଲିଖିତ ପ୍ରମାଣ ପତ୍ର ପାଇବା ପାଇଁ ଏହି ୱେବସାଇଟରେ ଅନଲାଇନରେ ଆବେଦନ କରନ୍ତୁ
- ଆବାସିକ ପ୍ରମାଣପତ୍ର
- ଜାତି ପ୍ରମାଣପତ୍ର
- ଉତ୍ତରାଧିକାରୀ ପ୍ରମାଣପତ୍ର
- ପରିଶୋଧକ୍ଷମ ପ୍ରମାଣପତ୍ର
- ଇନକାମ ପ୍ରମାଣପତ୍ର
- ସ୍ଵତ୍ତ୍ଵ ଲିପି ପ୍ରମାଣପତ୍ର
ଯାଆନ୍ତୁ: http://edistrictodisha.gov.in
ତହସିଲଦାର ବୌଦ୍ଧ ହରଭଙ୍ଗା କଣ୍ଟାମାଳ
ସ୍ଥାନ : ବୌଦ୍ଧ ଜିଲ୍ଲା ମୁଖ୍ୟାଳୟ | ସହର : ବୌଦ୍ଧ ହରଭଙ୍ଗା କଣ୍ଟାମାଳ | ପିନ କୋଡ୍ : ୭୬୨୦୧୪