• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ଧାର୍ମିକ

ଡମ୍ବରୁଗଡ ପାହାଡ ବୌଦ୍ଧ ଠାରୁ ୨୧ କିମି ଦୂରରେ ବୌଦ୍ଧ-ବଲାଙ୍ଗିର ରାସ୍ତାରେ ସଂଗ୍ରାମପୁର ଠାରେ ଅବସ୍ଥିତ |ମହାନଦୀ ପାହାଡ ତଳେ ବହୁଥିବାବେଳେ ଏକ ସୁନ୍ଦର ଦ୍ରୁଶ୍ୟ ତିଆରି ହୁଏ |ପାହାଡର ୭୦ ଫୁଟ ଉଚ୍ଛତାରେ  ଅବସ୍ଥିତ |

ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର – ୧୬୯ କି.ମି.

ସଡ଼କ ପଥରେ
ଭୂବନେଶ୍ଵରରୁ -ବୌଦ୍ଧ ଭାୟା ନୟାଗଡ-୨୩୦ କି.ମି. ଭୁବନେଶ୍ଵରରୁ -ବୌଦ୍ଧ ଭାୟା ଅନୁଗୁଳ ,ରେଢାଖୋଲ-୨୪୦ କି.ମି.

ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ ହେଉଛି ରେଢାଖୋଲ-୩୦ କି.ମି. ରେଢାଖୋଲ ଠାରୁ ବୌଦ୍ଧ ୩୦ କି.ମି. ବସ କିମ୍ବା ଟ୍ଯାକ୍ସି |