ଜିଲ୍ଲା ତଥା ପଡୋଶୀ ଜିଲ୍ଲା ଓ ରାଜ୍ୟର ଜନସାଧାରଣଙ୍କୁ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଜିଲ୍ଲା ମୁଖ୍ୟ ଚିକିସ୍ତ୍ର। କେନ୍ଦ୍ର ନିରବଚ୍ଛିନ୍ନ ଓ ନିସ୍ଵାର୍ଥପର ଭାବରେ ସରକାରୀ ଯୋଜନା ମୁତାବକ ଚେଷ୍ଟାକରି ଆସୁଛି । ଜିଲ୍ଲା ପ୍ରଶାସନ ଜିଲ୍ଲାର ସ୍ୱାସ୍ଥ୍ୟ ମାନବୃଦ୍ଧି ପାଇଁ ବିଭିନ୍ନ ଯୋଜନରେ ରୂପାୟନ କରିବ।ରେ ସର୍ବଦା ଚେଷ୍ଟିତ । ବିଶେଷ ଭାବରେ ଆଦିବାସୀ ଏବଂ ଅନଗ୍ରସର ଅଞ୍ଚଳରେ ଶିଶୁ ଓ ମାତୃ ମୃତ୍ୟୁହାର ରୋକିବା,ଟୀକାକାରଣ ପାଇଁ ସଦା ତତ୍ପର ।ନିମ୍ନରେ ଏହାର କିଛି ଲକ୍ଷ ଓ ଉଦ୍ଦେଶ୍ୟ ସୂଚିତ କରାଗଲା ।
ଉଦ୍ଦେଶ୍ୟ-

ଜନସାଧାରଣ ପାଇଁ ପର୍ଯ୍ୟାପ୍ତ ଗୁଣବତ୍ତା ସମ୍ପର୍କିତ ପ୍ରତିଷେଧମୂଳକ ନିଦାନ ବ୍ୟବସ୍ଥା କରିବା ।
ବିଶେଷ କରି ଅନୁସୂଚିତ ଜାତି ଓ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆବର୍ଗ ବସବାସ କରୁଥିବା ଦୁର୍ଗମ ଅଞ୍ଚଳରେ ଅଧିବାସୀଙ୍କ ପାଇଁ ନିଶ୍ଚିତ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ।
ଏଲୋପ୍ୟାଥି ଛଡା ହୋମିଓପଥ୍ୟ ଏବଂ ଆୟୁର୍ବେଦ ସାହାଯ୍ୟରେ ଜିଲ୍ଲାର ଅଧିବାସୀମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା |
ଅପହଞ୍ଚ ଇଲକାର ପ୍ରାଥମ୍ୟ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଭ୍ରାମ୍ୟମାନ ଚିକିତ୍ସ।କେନ୍ଦ୍ର ଲୋକଙ୍କର ପାଖରେ ପହଞ୍ଚାଇବା |
ସାମଗ୍ରିକ ଭାବରେ ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ଉନ୍ନତି ଆଣିବା ।
ମ୍ୟାଲେରିଆ ଏବଂ ଅନ୍ୟାନ୍ୟ ସଂକ୍ରମଣ ଜନିତ ରୋଗର ମୂଳପୋଛ କରିବା ।
ଶିଶୁ ଓ ମାତୃ ମୃତ୍ୟୁହାର ରୋକିବା ସହ ସେମାନଙ୍କ ସ୍ଵାସ୍ଥ୍ୟରେ ଉନ୍ନତି ଆଣିବା |
କେତେକ ନିଶ୍ଚିତ ସଂକ୍ରାମକ ରୋଗ ପାଇଁ ସ୍ଵତନ୍ତ୍ର ଚିକିତ୍ସ। ସହ ବିନ।ମୂଲ୍ୟରେ ଔଷଧ ଯୋଗାଇବା ।
ପ୍ରାଥମିକ,ଉନ୍ନୀତ,ଏବଂ ଆଞ୍ଚଳିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଭିତ୍ତିଭୂମି,ଔଷଧଏବଂ କର୍ମଚାରୀ ନିଯୁକ୍ତିରେ ଉନ୍ନତି ଆଣିବା |

ଜରୁରୀ ଟେଲିଫୋନ ନମ୍ବର

ଏମ୍ବୁଲେନ୍ସ: ୧୦୨ ,୧୦୮

ଜିଲ୍ଲା ମୁଖ୍ୟଚିକିସ୍ତ୍ର।ଲୟ

  1. ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ- ୯୪୩୯୯୯୦୯୯୬
  2. ଅତିତିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (FW & Imm) ୯୪୩୯୯୯୧୦୦୨
  3. ଅତିତିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (Med) ୯୪୩୯୯୯୧୦୯୪
  4. ଜିଲ୍ଲା ଚିକିତ୍ସା ଅଧିକାରୀ ୯୪୩୯୯୯୧୧୩୧୯
  5. ଜିଲ୍ଲା ଚିକିତ୍ସା ଅଧିକାରୀ(PH) ୯୪୩୯୯୯୧୧୦୪
  6. ଜିଲ୍ଲା ଟିବି ଅଧିକାରୀ- ୯୪୩୯୯୯୦୯୯୮
  7. ଚିକିତ୍ସା ଅଧିକାରୀ (PPC) ୯୪୩୯୯୯୧୦୧୩
  8. ଜିଲ୍ଲା ପ୍ରକଳ୍ପ ଅଧିକାରୀ- ୯୪୩୯୯୯୧୦୦୫
    1. ଚିକିତ୍ସା ଅଧିକାରୀ – ୯୪୩୯୯୯୧୦୦୯,୯୪୩୯୯୯୧୦୧୦,୯୪୩୯୯୯୧୦୧୧
  9. ଚିକିତ୍ସା ଅଧିକାରୀ ଆଡେନିଗଡ ୯୪୩୯୯୯୧୦୫୫
    ଚିକିତ୍ସା ଅଧିକାରୀ ହରଭଙ୍ଗା ୯୪୩୯୯୯୧୦୫୭
  10. ଚିକିତ୍ସା ଅଧିକାରୀ- ୯୪୩୯୯୯୧୦୯୪